28 C
Bhubaneswar
Saturday, September 19, 2020

ମୋଟୋରୋଲା ପକ୍ଷରୁ ୱାନ ଫ୍ୟୁଜନ+ର ଶୁଭାରମ୍ଭ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୧୮ା୬ : ଗ୍ରାହକଙ୍କୁ ଶ୍ରେଷ୍ଠ ଏବଂ ଅଭିନବ ମୋବାଇଲ ଅଭିଜ୍ଞତା ଯୋଗାଇଦେବା ନିମନ୍ତେ ମୋଟୋରୋଲା ପକ୍ଷରୁ ଭାରତୀୟ ବଜାରରେ ଅନ୍ୟ ଏକ ପ୍ରିମିୟମ ସ୍ମାର୍ଟଫୋନ- ନୂତନ ମୋଟୋରୋଲା ୱାନ ଫ୍ୟୁଜନ+ର ଶୁଭାରମ୍ଭ କରାଯାଇଛି । ଆମେରିକାର ଚିକାଗୋ ସ୍ଥିତ ମୋଟୋରୋଲାର ଡିଜାଇନ ହେଡକ୍ୱାର୍ଟରରେ ବିକଶିତ ୱାନ ଫ୍ୟୁଜନ+ର ଡିଜାଇନ ବାସ୍ତବରେ ଏକ ଭାରତ ନିର୍ମିତ ସ୍ମାର୍ଟଫୋନ ଅଟେ, ଯାହାକି ବ୍ୟବସ୍ଥିତ ଫିଚରଗୁଡ଼ିକ ମାଧ୍ୟମରେ ଭାରତୀୟ ଉପଭୋକ୍ତାମାନଙ୍କର ଆବଶ୍ୟକତା ଏବଂ ଅଭିଳାଷାଗୁଡ଼ିକୁ ପୂରଣ କରିବା ପାଇଁ ପ୍ରସ୍ୁତ ହୋଇଛି । କେତେକ ବିଶେଷ ପରିବର୍ତନ ଯଥା ସ୍ନାପଡ୍ରାଗନ ୭୩୦ଜି ଚିପସେଟ ଏବଂ ଟପ ଏଣ୍ଡ ୬ଜିବି ର୍ୟାମ ସହିତ ଏହି ସ୍ମାର୍ଟଫୋନ ଏକ ଅତ୍ୟନ୍ତ ପ୍ରତିଯୋଗୀତାମୂଳକ ଫିଚର ସେଟ ଯୋଗାଇଦେଉଛି । ରେଜର, ଏଜ+ ଏବଂ ଜି୮ ପାୱାର ଲାଇଟ ପରେ ଦୁଇମାସରୁ କମ୍ ସମୟ ମଧ୍ୟରେ ଏହା ମୋଟୋରୋଲାର ଚତୁର୍ଥ କ୍ରମିକ ଅବଦାନ । କ୍ରିଏଟିଭିଟିକୁ ସକ୍ରିୟ ରଖିବା ପାଇଁ ମୋଟୋରୋଲା ଏକ ୫୦୦୦ ମେଗାହର୍ଜ ବ୍ୟାଟେରୀ ଦ୍ୱାରା ବ୍ୟବସ୍ଥିତ ହୋଇ ଆସିଛି, ଯାହାକି ପ୍ଲଗ୍ କରିବାର ଚିନ୍ତା ବିନା ଦୁଇରୁ ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତି ଯୋଗାଇଥାଏ । ଏହା ମଧ୍ୟ ଟର୍ବୋପାୱାର ସହିତ ବ୍ୟବସ୍ଥିତ ହୋଇଆସିଛି, ଯାହା ମାତ୍ର ୧୫ମିନିଟର ଚାର୍ଜିଙ୍ଗରେ ଆପଣଙ୍କୁ ୧୧ ଘଂଟାର ଶକ୍ତି ଯୋଗାଇଥାଏ । ସେହିଭଳି ମୋଟୋରୋଲା ୱାନ ଫ୍ୟୁଜନ+ ଆଇଟିବି ପର୍ଯ୍ୟନ୍ତ ସଂପ୍ରସାରଣ ଯୋଗ୍ୟ ଏକ ମଂଷ୍ଟର ୧୨୮ ଜିବି ଷ୍ଟୋରେଜ ଏବଂ ଆଣ୍ଡ୍ରଏଡ ୧୦ ସହିତ ମୋଟୋରୋଲାର ସିଗନେଚର ଷ୍ଟକ ଆଣ୍ଡ୍ରଏଡ ଅଭିଜ୍ଞତାସହିତ ଆସିଛି । ଏହା ବ୍ୟତୀତ ହାଇ- ରେଜ ୬୪ ଏମପି କ୍ୟାମେରା ବ୍ୟବସ୍ଥା, ଏଜ-ଟୁ-ଏଜ ଡିସପ୍ଲେ, ୧୬ଏମପି ପପ୍- ଅପ କ୍ୟାମେରା କ୍ୱାଡ ପିକ୍ସେଲ ଟେକ୍ନୋଲୋଜି ଭଳି ଆହୁରି ଅନେକ ଫିଚରରେ ବ୍ୟବସ୍ଥିତ ହୋଇଆସିଛି । ମୋଟୋରୋଲା ୱାନ ଫ୍ୟୁଜନ+ ମଧ୍ୟ ୟୁଟ୍ୟୁବ ସିଗ୍ନେଚର୍ ଡିଭାଇସର ଏକ ଅଂଶ, ଯାହାର ଅର୍ଥ ହେଉଛି ଉପଭୋକ୍ତାମାନେ ଏବେ ଭିଭିଡ ଏଚଡିଆର ଭିଡିଓ, ଆକର୍ଷଣୀୟ ୩୬୦ ଭିଡିଓ ଏବଂ ଦ୍ରୁତ ଭିଡିଓ ଲୋଡ଼ ସମୟକୁ ଉପଭୋଗ କରିପାରିବେ । ମୋଟୋରୋଲା ୱାନ ଫ୍ୟୁଜନ+ ମାତ୍ର ୧୬,୯୯୯ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଭାରତରେ ଦୁଇଟି ରଙ୍ଗ-ମୁନଲାଇଟ ହ୍ୱାଇଟ ଏବଂ ଟ୍ୱିଲାଇଟ ବ୍ଲୁରେ ଉପଲବ୍ଧ ହୋଇଯିବ । ଏହି ଫୋନ ୨୪ ଜୁନ ମଧ୍ୟାହ୍ନ ୧୨.୦୦ଟାରୁ ସ୍ୱତନ୍ତ୍ର ରୂପେ ଫ୍ଲିପକାର୍ଟରେ ବିକ୍ରୟ ପାଇଁ ଉପଲବ୍ଧ ହୋଇଯିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...