36 C
Bhubaneswar
Sunday, April 11, 2021

ଗୋଦରେଜ୍ ଆପ୍ଲାଏନ୍ସେସ୍ର ଅଫ୍ଲାଇନ୍ ରିଟେଲରଙ୍କ ପାଇଁ ଅନ୍ଲାଇନ୍ରେ ବ୍ୟବସାୟ କରିବା ସୁଯୋଗ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର, ୧୮ା୬ :ଦେଶର ଅଗ୍ରଣୀ କଂଜୁ୍ୟମର ଆପ୍ଲାନ୍ସେସ୍ ବ୍ରାଣ୍ଡ୍ ଗୋଦରେଜ୍ ଆପ୍ଲାଏନ୍ସେସ୍ ଏହାର ଅଫ୍ଲାଇନ୍ ସହଯୋଗୀମାନଙ୍କୁ ଅନଲାଇନ୍ ଓ ଡିଜିଟାଲ୍ ମାଧ୍ୟମରେ କାରବାର କରିବା ଲାଗି ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରିଛି । କରୋନା ମହାମାରୀ କାରଣର ଗ୍ରାହକଙ୍କ ବ୍ୟବହାରରେ ବଡ଼ ଧରଣର ପରିବର୍ତନ ଘଟିଛି । କ୍ଷୁଦ୍ର ବ୍ୟବସାୟୀମାନେ ହେଉଛନ୍ତି ଏହି ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଅନଲାଇନ୍ ବ୍ୟବସାୟରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ଗୋଦରେଜ୍ ଗ୍ରାହକ, ବ୍ୟବସାୟ ସହଯୋଗୀ ଓ କଂପାନି ସମସ୍ତଙ୍କ ପାଇଁ ଲାଭଦାୟକ ସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି । ଗୁଗୁଲ୍ ମାଇଁ ବିଜନେସ୍ରେ ସାମିଲ ହେବା ଲାଗି ବ୍ୟବସାୟୀ ସହଯୋଗୀମାନଙ୍କୁ ଅନୁପ୍ରାଣିତ କରାଯାଉଥିବା ବେଳେ ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ସେମନେ ଯେଭଳି ନିଜର ଫେସବୁକ୍ ବିଜନେସ୍ ପେଜ୍ ଖୋଲିପାରିବେ ସେଥିପାଇଁ ମଧ୍ୟ ସହାୟତା ଦିଆଯାଉଛି । ଚଳିତ ଜୁନ୍ ଶେଷ ସୁଦ୍ଧା କଂପାନିର ସମସ୍ତ ୨୫୦୦୦ ଅଫଲାଇନ୍ ରିଟେଲର୍ ନିଜର ଫେସବୁକ୍ ବିଜନେସ୍ ପେଜ୍ ଖୋଲନ୍ତୁ ବୋଲି କଂପାନି ଚାହୁଛି । ବର୍ତମାନ ସୁଦ୍ଧା ୨୩୦୦ ରିଟେଲର ଏଥିରେ ସାମିଲ ହୋଇସାରିଲେଣି । ଏହା ଦ୍ୱାରା ଗ୍ରାହକମାନେ ଗୋଦରେଜ୍ ଉତ୍ପାଦଗୁଡ଼ିକ ବିଷୟରେ ସୂଚନା ପାଇପାରିବେ ଏବଂ ତାହାକୁ ନିଜର ପସନ୍ଦର ରିଟେଲ୍ ଷ୍ଟୋର୍ରୁ କିଣିପାରିବେ । ଗୋଦରେଜ୍ର ସମସ୍ତ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍, ପସନ୍ଦର ରିଟେଲର ସହଯୋଗୀ ଏବଂ ଗୋଦରେଜ୍ ଗ୍ରିନ୍ ଏସି ହବ୍ ଫେସବୁକ୍ରେ ଲାଇଭ୍ ହୋଇସାରିଲେଣି । ଏହା ଦ୍ୱାରା ସେମାନେ ହ୍ୱାଟସ୍ଆପ୍ ଜରିଆରେ ଗ୍ରାହକଙ୍କ ସହିତ ଯୋଡ଼ିହୋଇପାରୁଛନ୍ତି । ଗ୍ରାହକମାନେ ଯେଭଳି ସୁରକ୍ଷିତ ଭାବେ ନିଜ ଘରେ ରହି ପସନ୍ଦର ଗୋଦରେଜ୍ ସାମଗ୍ରୀ କିଣିପାରିବେ ସେଥିପାଇଁ କଂପାନି ତରଫରୁ ନୂଆ ଭିଡିଓ ସହାୟତା ଭିତିକ ରିମୋଟ୍ ସେଲିଂ ଅଭିଯାନ ଆରମ୍ଭ କରାଯାଇଛି । ଏହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଗ୍ରହଣୀୟ ହୋଇଛି । ଗୋଦରେଜ୍ ତରଫରୁ ଅନେକ ପ୍ରକାର ଅନଲାଇନ୍ ବ୍ୟବସାୟ ଓ ମ୍ପ ର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ୫୦୦୦ ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ାଯାଇଛି ଏବଂ ସେମାନଙ୍କୁ ଶିଳ୍ପରେ ହେଉଥିବା ପରିବର୍ତନ ଓ ଗ୍ରାହକଙ୍କ ବ୍ୟବହାରରେ ଦେଖାଦେଉଥିବା ଅନ୍ତର ବିଷୟରେ ଅବଗତ କରାଯାଉଛି । ଗ୍ରାହକମାନେ ଯେଭଳି ବିଭିନ୍ନ ପ୍ରକାର ପେମେଂଟ୍ ବିକଳ୍ପ ହାସଲ କରିପାରିବେ, ସେଥିପାଇଁ କଂପାନି ତରଫରୁ ପାଇନ୍ ଲ୍ୟାବ୍ର ଇପିଓଏସ୍ ଓ ଇଏମ୍ଆଇ ପ୍ରଯୁକ୍ତି ପ୍ଲାଟଫର୍ମ ବିନାଓ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏ ସ ମ୍ପ ର୍କରେ ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି ଶ୍ରୀଯୁକ୍ତ କମଳ ନନ୍ଦୀ କହିଛନ୍ତି ଯେ, “ଆମ ବ୍ୟବସ୍ଥାର ଏକ ଗରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛନ୍ତି ବ୍ୟବସାୟୀ ସହଯୋଗୀ । ଆମେ ବିଶ୍ୱାସ କରୁଯେ ଆଗାମୀ କାଲି ହେଉଛି ଅଭିଯାନଗୁଡ଼ିକ ଜରିଆରେ ଆମେ ସେମାନଙ୍କୁ ଏକ ନୂତନ ସ୍ୱାଭାବିକ ଦିନ ପାଇଁ ସଶକ୍ତ କରୁଛୁ । କଂପାନି ପକ୍ଷରୁ ପ୍ରମୁଖ ଅନଲାଇନ୍ ସଂସ୍ଥା ସହି ସହଯୋଗିତା ସ୍ଥାପନ କରାଯାଉଥିବା ବେଳେ ଆଗାମୀ ଦିନରେ ଅନଲାଇନ୍ ଓ ସୃଷ୍ଟି ହେବ ବୋଲି ଆଶା କରୁଛୁ । ଏହା ବିକ୍ରିର ଏକ ନୂତନ ପଥ ସ୍ଥାପନ କରିବ ଏବଂ ଦୀର୍ଘମିଆଦୀ ଭିତିରେ ସାରା ବ୍ୟବସ୍ଥାରେ ଏହା ଦକ୍ଷତାକୁ ଆଗକୁ ବଢ଼ାଇବ ।’

- Advertisement -ଗୋଦରେଜ୍ ଆପ୍ଲାଏନ୍ସେସ୍ର ଅଫ୍ଲାଇନ୍ ରିଟେଲରଙ୍କ ପାଇଁ ଅନ୍ଲାଇନ୍ରେ ବ୍ୟବସାୟ କରିବା ସୁଯୋଗ

More articles

LEAVE A REPLY

Please enter your comment!
Please enter your name here

- Advertisement -ଗୋଦରେଜ୍ ଆପ୍ଲାଏନ୍ସେସ୍ର ଅଫ୍ଲାଇନ୍ ରିଟେଲରଙ୍କ ପାଇଁ ଅନ୍ଲାଇନ୍ରେ ବ୍ୟବସାୟ କରିବା ସୁଯୋଗ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...