26 C
Bhubaneswar
Sunday, September 27, 2020

ଭାରତୀ ଆକ୍ସା ଜେନେରାଲ ଇନ୍ସୁ୍ୟରାନ୍ସ ପ୍ରିମିୟମ ଆୟରେ ୩୮% ବୃଦ୍ଧି

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ଭୁବନେଶ୍ୱର,୧୮ା୬ : ଭାରତର ଅଗ୍ରଣୀ ବିଜ୍ନେସ ଗ୍ରୁପ୍ସ ଭାରତୀ ଏଂଟର୍ପ୍ରାଇଜେସ୍ ଓ ବିଶ୍ୱର ଅନ୍ୟତମ ବୃହତ୍ ବୀମା କ ମ୍ପ ।ନୀ ଆକ୍ସାର ମିଳିତ ଉଦ୍ୟୋଗ ‘ଭାରତୀ ଆକ୍ସା ଜେନେରାଲ ଇନ୍ସୁ୍ୟରାନ୍ସ, ୨୦୧୯-୨୦ ଆର୍ଥିକ ବର୍ଷରେ ଏହାର ପ୍ରିମିୟମ ଆୟରେ ୩୮% ବୃଦ୍ଧି ହାସଲ କରିଥିବା ପ୍ରକାଶ କରିଛି । ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କ ମ୍ପ ।ନୀର ମୋଟ ଲିଖିତ ପ୍ରିମିୟମ ୩୧୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏହାର ପୂର୍ବ ଆର୍ଥିକ ବର୍ଷ ୨୦୧୮-
୧୯ରେ ୨୨୮୫ କୋଟି ଟଙ୍କା ଥିଲା । ଏହା ସ ମ୍ପ ର୍କରେ ଭାରତୀ ଆକ୍ସା ଜେନେରାଲ ଇନ୍ସୁ୍ୟରାନ୍ସର ପରିଚାଳନା ନିଦେ୍ର୍ଦଶକ ଓ ମୁଖ୍ୟ ନିଦେ୍ର୍ଦଶକ ଅଧିକାରୀ, ସଞ୍ଜୀବ ଶ୍ରୀନିବାସନ କହିଛନ୍ତି ଯେ, “ଆମେ ଶିଳ୍ପ ତୁଳନାରେ ଅଧିକ ବେଗରେ ବିକଶିତ ହୋଇଥିବାରୁ ଏବଂ ୨୦୧୯-୨୦ରେ ବ୍ୟବସାୟର ପ୍ରମୁଖ କ୍ଷେତ୍ରଗୁଡିକରେ ଏକ ସ୍ଥିର ଅଭିବୃଦ୍ଧି ବଜାୟ ରହିଥିବା ଯୋଗୁ ଆମେ ଖୁବ୍ ଖୁସି ଅନୁଭବ କରୁଛୁ । ସେ କହିଛନ୍ତି ଯେ, ଫସଲ, ବାଣିଜି୍ୟକ ଶୃଙ୍ଖଳା, ମୋଟର ଓ ସ୍ୱାସ୍ଥ୍ୟ ବୀମା ଆଦି ଦ୍ୱାରା ପରିଚାଳିତ ଏହି କ ମ୍ପ ।ନୀ ସମସ୍ତ ଉତ୍ପାଦ ବର୍ଗରେ ୨୦୧୯-୨୦ରେ ଦୁଇ ଅଙ୍କ ବିଶିଷ୍ଟ ମଜଭୁତ ଅଭିବୃଦ୍ଧି ହାସଲ କରିଛି । ଏହି ଆର୍ଥିକ ବର୍ଷରେ କ ମ୍ପ ।ନୀର ଫସଲ ବୀମା ୫୯% ବୃଦ୍ଧି ହୋଇ ଗତ ଆର୍ଥିକ ବର୍ଷର ୫୧୯ କୋଟି ଟଙ୍କା ତୁଳନାରେ ୮୨୮ କୋଟି ଟଙ୍କାରେ ପହଂଚିଛି । ସେହିପରି ଏସ୍ଏମ୍ଓ ଓ ଏମ୍ଏସ୍ଏମ୍ଇ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା ବାଣିଜି୍ୟକ ଶୃଙ୍ଖଳା ବର୍ଗ ଗତ ଆର୍ଥିକ ବର୍ଷର ୨୮୯ କୋଟି ଟଙ୍କା ତୁଳନାରେ ୪୯% ବୃଦ୍ଧି ହୋଇ ୪୩୦ କୋଟି ଟଙ୍କାରେ ପହଂଚିବା ସହିତ ଅନ୍ୟ ବର୍ଗଗୁଡ଼ିକରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ବର୍ତମାନ ୯ଟି ବ୍ୟାଙ୍କ, ୫୦ରୁ ଅଧିକ ଏନ୍ବିଏଫ୍ସି ଓ କର୍ପୋରେଟିଭ୍ ବ୍ୟାଙ୍କଗୁଡିକ ମାଧ୍ୟମରେ ବିତରଣ କରୁଥିବା ଭାରତୀ ଆକ୍ସା ଜେନେରାଲ ଇନ୍ସୁ୍ୟରାନ୍ସ ୨୦୧୯-୨୦ ଆର୍ଥିକ ବର୍ଷରେ ବହୁସଂଖ୍ୟକ ବିତରଣ ହଭାଗିତା ସାମିଲ କରିଛି । ଶ୍ରୀନିବାସନଙ୍କ କହିବା ମୁତାବକ, ବ୍ୟାଙ୍କ ଇସୁ୍ୟରାନ୍ସ ଉପରେ ଧ୍ୟାନ କେନ୍ଦ୍ରିତ କରି ଓ ମୋଟର ଇନ୍ସୁ୍ୟରାନ୍ସ ସର୍ଭିସ୍ ପ୍ରଦାତାଙ୍କ ସହିତ ସହଭାଗିତା ମାଧ୍ୟମରେ ବିତରଣ ନେଟ୍ୱର୍କକୁ ବୃଦ୍ଧି କରିବା ଉପରେ ଆମର ନିରନ୍ତର ଗୁରୁତ୍ୱ ରିଟେଲ ଓ କର୍ପୋରେଟ ବ୍ୟବସାୟ କ୍ଷେତ୍ରରେ କ ମ୍ପ ।ନୀର ସାମଗ୍ରିକ ବିକାଶକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ବ୍ୟତୀତ କ ମ୍ପ ।ନୀ ଆଇଆର୍ଡିଏଆଇ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସ୍ୟାଣ୍ଡବକ୍ସ ଅଭିଯାନ ଅଧୀନରେ ଦୁଇଟି ନୂତନ ଉତ୍ପାଦ- ସ୍ୱଳ୍ପକାଳିନ ସ୍ୱାସ୍ଥ୍ୟ ବୀମା ଓ ବ୍ୟବହାର ଆଧାରିତ ମୋଟର ବୀମା ପାଇଁ ଯୋଜନା ରଖିଥିବା ବେଳେ ୨୦୧୯-୨୦ରେ ଏହି ଦୁଇ ଅଭିନବ ଉତ୍ପାଦ ପାଇଁ ଅନୁମୋଦନ ହାସଲ କରିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...