27 C
Bhubaneswar
Sunday, September 27, 2020

ନୂଆ ରେଞ୍ଜ୍ ରୋଭର ଫିଫ୍ଟିର ବଜାର ପ୍ରବେଶ

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ନୂଆଦିଲ୍ଲୀ,୧୮ା୬ ; ରେଞ୍ଜ୍ ରୋଭର ଇତିମଧ୍ୟରେ ବଳାସମୟ ଯାନ ଉଫଲବ୍ଧ କରାଇବା କ୍ଷେତ୍ରରେ ଦୀର୍ଘ ୫୦ ବର୍ଷର ଯାତ୍ରା ସ ମ୍ପ ୂର୍ଣ୍ଣ କରିଛି । ଏହି ଅବସରରେ କ ମ୍ପ ।ନୀ ପକ୍ଷରୁ ଲିମିଟେଡ୍ ଏଡ଼ିଶନ ନୂଅ ରେଞ୍ଜ୍ ରୋଭର ଫିଫ୍ଟିର ବଜାର ପ୍ରବେଶ କରାଯାଇଛି । ରେଞ୍ଜ୍ ରୋଭର ୧୯୭୦ ଜୁନ୍ ୧୭ଠାରୁ ବିଳାସମୟ ଯାନ କାରବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ପ୍ରଥମ ଏସ୍ୟୁଭି ନିର୍ମାତା ଭାବେ ଏହା ୪ ଡବ୍ଲୁ୍ୟଡି ସିଷ୍ଟମ୍ ପ୍ରଚଳନ କରିଥିଲା । ୧୯୮୯ରେ ଏହା ବିଶ୍ୱର ପ୍ରଥମ ୪୍‍୪ ଏବିଏସ୍ ଆଂଟି ଲକ୍ ବ୍ରେକ୍ ପ୍ରଚଳିତ କରିଥିବାବେଳେ ୧୯୯୨ରେ ପ୍ରଥମ କ ମ୍ପ ।ନୀ ଭାବେ ୪୍‍୪ ଇଲୋକ୍ଟ୍ରୋନିକ୍ସ୍ ଟ୍ରାକସନ୍ କଂଟ୍ରୋଲ(ଇଟିସି) ଏବଂ ଅଟୋମେଟିକ୍ ଇଲୋକ୍ଟ୍ରୋନିକ୍ସ୍ ଏୟାର ସସ୍ପେନ୍ସନ୍ ପ୍ରଣାଳୀର ଉପଯୋଗ କରିଥିଲା । ୨୦୧୨ରେ ରେଞ୍ଜ ରୋଭର ବିଶ୍ୱର ଏସ୍ୟୁଭି ଭାବେ ସମସ୍ତ ନିମାଣରେ ଲାଇଟ୍ ୱେଟ୍ ଆଲୁମିନିୟମ୍ର ବ୍ୟବହାର କରିଥିଲା । ଯାହାଦ୍ୱାରା ଏହା ହାଲକା ହେବା ସହିତ ସଶକ୍ତ ଏବଂ ଦକ୍ଷତାଯୁକ୍ତ ହୋଇପାରିଥିଲା । ପ୍ୟାରସ୍ର ଲୋଭେରା ମ୍ୟଜିୟମ୍ଛରେ ଏହାର ଡାରିଏନ୍ ଗ୍ୟାପ୍ ପ୍ରଦର୍ଶିତ ହେବାରେ ସୌଭାଗ୍ୟ ଲାଭ କରିଛି । ଏହା ପ୍ୟାରିସ୍ ଡକାର ର୍ୟାଲିରେ ୨ ଥର ବିଜେତା ହୋଇଛି । ଇତିମଧ୍ୟରେ ଏହାର ଏସ୍ୟୁଭିରେ ବହୁ ନବୀକରଣ ହୋଇଥିବାବେଳେ ଏହା ସ୍ୱର୍ଣ୍ଣିମ ବର୍ଷରେ ପାଦ ଦେଇଛି । କ ମ୍ପ ।ନୀ ପକ୍ଷରୁ ନିର୍ମିତ ହୋଇଥିବା ଲିମିଟେଡ୍ ଏଡ଼ିଶନ ନୂଆ ରେଞ୍ଜ୍ ରୋଭର ଫିଫ୍ଟିରେ ଅନନ୍ୟ ୨୨ ଇଂଚ ହ୍ୱିଲ୍, ଫିଫ୍ଟି ବ୍ୟାଚ୍ ରହିଛି । ଏହାକୁ ଲ୍ୟାଣ୍ଡ୍ ରୋଭର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରଫେସର ଗ୍ୟାରୀ ମ୍ୟାକ୍ଗଭର୍ଣ୍ଣ ଓବିଇ ପ୍ରସ୍ତୁତ କରିଛନ୍ତି । ଏହା ଯାନର ପଛରେ ରହିଛି । ସେହିପରି ଯାନର ଆଭ୍ୟନ୍ତରରେ ୧୯୭୦ର ୧ ସଂଖ୍ୟା ରହିଛି । ଏହି ଅବସରରେ ଲ୍ୟାଣ୍ଡ୍ ରୋଭର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରଫେସର ଗ୍ୟାରୀ ମ୍ୟାକ୍ଗଭର୍ଣ୍ଣ ଓବିଇ କହିଲେ, ପୃଥିବୀର ବିଳାସପୂର୍ଣ୍ଣ ଯାନ ବଜାରରେ ରେଞ୍ଜ୍ରୋଭର ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି । ଏହାର ଅନନ୍ୟ ଶୈଳୀକୁ ସବୁବେଳେ ଗ୍ରାହକ ପ୍ରଶଂସା କରିଛନ୍ତି । ଏହାର ଇଞ୍ଜିନିୟରିଂ ନିର୍ମାଣ ପ୍ରତିଭା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ରେଞ୍ଜ ରୋଭର ଫିଫ୍ଟି ଉଭୟ ଷ୍ଟାଣ୍ଡାର୍ଡ ଏବ ଂଲଙ୍ଗ ହ୍ୱିଲ୍ ବେସ୍ରେ ଉପଲବ୍ଧ । ଏହା କାର୍ପାଥିଆନ୍ ଗ୍ରେ, ରୋସେଲୋ ରେଡ୍, ଆରୁବା ଏବଂ ସାଂଟୋରିନି ବ୍ଲାକ୍ ଆଦି ୪ଟି ରଙ୍ଗରେ ଉପଲବ୍ଧ । ଏସବୁ ରଙ୍ଗ ପୂର୍ବର ବିଳାସମୟ ଯାନ ଟୁସକାନ୍ ବ୍ଲୁ, ବାହାମା ଗୋଲ୍ଡ ଏବଂ ଡାଭୋସ ହ୍ୱାଇଟ୍ ଆଦିରୁ ପ୍ରସ୍ତୁତ କରାଯାଇଛି । ଏହା ପେଟ୍ରୋଲ, ଡିଜେଲ ଏବଂ ପ୍ଲଗ୍ ଇନ୍ ହାଇବ୍ରିଡ୍ ପି-୪୦୦-ଇ ଭର୍ସନରେ ଉପଲବ୍ଧ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...