36 C
Bhubaneswar
Sunday, April 11, 2021

ମାଗଣା ଡାଲି ଦେବାରେ ବିଳମ୍ବ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଘଷିପୁରା/ଅ ।ନନ୍ଦପୁର,୧୮ା୬ : କେନ୍ଦ୍ରସରକାର ଯୋଗେଇ ଦେଉଥିବା ମାଗଣ ଡାଲି ଘଷିପୁରା ବ୍ଲକ ଓ ଅ ।ନନ୍ଦପୁର ବ୍ଲକ ରେ ଏପର୍ଯ୍ୟନ୍ତ ବଣ୍ଟନ ନହେବା ଏବଂ ୨୦୨୦- ୨୧ପାଇଁ ବଣ୍ଟନ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଅ ।ବାସ ଯୋଜନା ଏବଂ ବଣ୍ଟନ ହେବାକୁ ଥିବା ବାର୍ଦ୍ଧକ୍ୟ ଭତ୍ତା ଚୟନରେ ସ୍ୱଛତା ବଜାୟ ରଖିବାକୁ ଭାରତୀୟ ଜନତା ପାର୍ଟି ଘଷିପୁରା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିବିରାଜ୍ କୁଅଁର ଅ ।ନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଭାରତର ଯସସ୍ୱୀ ପ୍ରଧାନମନ୍ତ୍ରୀ ଏହି ଲକଡାଉନ ସମୟରେ ଗରିବ ଲୋକ ମାନଙ୍କ ପାଇଁ ପ୍ରତିପରିବାର ପିଛା ମାଗଣା ଡାଲି(ମାସକୁ ୧କିଲୋ)ଯେଉଁ ୩ମାସ ପାଇଁ ଯୋଗେଇ ଦେଇଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ତାହା ଏପର୍ଯ୍ୟନ୍ତ ଘଷିପୁରା ଓ ଅ ।ନନ୍ଦପୁର ର କୋଣସି ପଞ୍ଚାୟତ ରେ ବଣ୍ଟନ କରାଯାଇନାହିଁ । ଏହି ଲକ ଡାଉନ ସମୟରେ ଗରିବ ଲୋକମାନେ ସେମାନଙ୍କ ଡାଲି ପାଇଲେ ବିଶେଷ ଉପକୃତ ହେବେ । କିନ୍ତୁ ଦୁଃଖ ପରିତାପର ବିଷୟ ପ୍ରଶାସନ ସେମାନଙ୍କୁ ଏପର୍ଯ୍ୟନ୍ତ ତାହା ଯୋଗେଇ ପାରିଲେ ନାହିଁ । ତେଣୁ ଅ ।ଜି ପୃଥିବିରାଜ୍ କୁଅଁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ଙ୍କୁ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିବା ସହ ଯଥାଶୀଘ୍ର ମାଗଣା ଡାଲି ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏହି ଦୁଃଖ ସମୟରେ ସେମାନଙ୍କ ପାଖରେ ସାହାରା ହେବା ପାଇଁ ଅନୁରୋଧ କରିଥିଲେ । ସେହିପରି ଅ ।ବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ସ୍ୱଛତା ବଜାୟ ରଖିବାକୁ ପୃଥିବିରାଜ୍ କୁଅଁର ଘଷିପୁରା ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଝଋଉଉ ମରଦ୍ଭଗ୍ଦଙ୍କଗ୍ଦ -୨୦୧୧ମସିହାରେ ସର୍ଭେ ଅନୁଯାୟୀ ଏ ବର୍ଷ ୨୦୨୦-୨୧ଅ ।ର୍ଥିକ ବର୍ଷ ପାଇଁ ଗରିବ ଓ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଅ ।ବାସ ଦେବାପାଇଁ ପ୍ରତ୍ୟେକ ପଞ୍ଚାୟତରେ ଅ ।ଗରୁ ଚୟନ ହୋଇ ପଞ୍ଚାୟତ ଅଫିସ ରେ ନୋଟିସ ପ୍ରକାଶିତ ହୋଇ କାନ୍ଥରେ ଲଗାଯାଇଥିବା ତାଲିକାର ସର୍ଭେ ଏବେ କରାଯାଉଅଛି । ତାହାକୁ ନେଇ ପଞ୍ଚାୟତ ସ୍ତରରେ ଯେଉଁ ଅଧିକାରୀ ମାନେ ସର୍ଭେର ଦାୟିତ୍ୱ ନେଇଛନ୍ତି । ସେମାନେ ପ୍ରକୃତ ସତ୍ୟାସତ୍ୟ ଏବଂ ସ୍ୱଛତା ବଜାୟ ରଖି ଅନୁସନ୍ଧାନ କରି ଯୋଗ୍ୟ ଲୋକମାନେ ଯେପରି କେହି ନିଜ ହକରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏବଂ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଯେଉଁ ସବୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହିତାଧିକାରି ଅ ।ବେଦନ କରିଛନ୍ତି । ଯଦି ଏଥିରେ ପାତର ଅନ୍ତର କରାଯାଇ ଅ ।ଗରୁ •ଲି ଅ ।ସୁଥିବା ବେଅ ।ଇନ ପ୍ରଥା କୁ ପ୍ରାଧାନ୍ୟ ଦିଅନ୍ତି ତାହାହେଲେ ପରବର୍ତ୍ତୀ ସମୟରେ ଲୋକ ମାନଙ୍କ ହକ ପାଇଁ ବାଧ୍ୟ ହୋଇ ଅ ।ଇନ କୁ ସମ୍ମାନ ଦେଇ ଅ ।ନେ୍ଦାଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିବା ଜଣାପଡିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଯୋଗ୍ୟ ହିତାଧିକାରୀ ଙ୍କୁ ସରକାରଙ୍କ ପ୍ରଦତ୍ତ ସମସ୍ତ ସହାୟତା ଦେବାକୁ ଦାବୀ ହୋଇଛି

- Advertisement -ମାଗଣା ଡାଲି ଦେବାରେ ବିଳମ୍ବ

More articles

LEAVE A REPLY

Please enter your comment!
Please enter your name here

- Advertisement -ମାଗଣା ଡାଲି ଦେବାରେ ବିଳମ୍ବ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...