36 C
Bhubaneswar
Sunday, April 11, 2021

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବି

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

କଟକ,୧୮ା୬: କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ପକ୍ଷରୁ ଉଦବେଗର ସହ ଅବଗତ କରୁ ଅଛୁ କି,ଦେଶରେ କୋଭିଡ-୧୯ ମହାମାରୀ କରୋନା ପ୍ରଭାବରେ ଗତ ୪ ମାସ ହେଲା କୋଟି କୋଟି ଲୋକ ବେରୋଜଗାରୀର ସାମନା କରି ଦୈନଦିନ ଜୀବନ ଜୀବିକାରେ ସାଂଘାତିକ ଭାବେ ପ୍ରଭାବିତ ହେଉଥିଲା ବେଳେ କେନ୍ଦ୍ରର ମୋଦୀ ସରକାର ବ୍ୟବସାୟିକ ଲାଭଖୋର ମନୋବୃତ୍ତିନେଇ ଗତ ଦୁଇ ସପ୍ତାହ ଭିତରେ ପେଟ୍ରୋଲ ଓ ଡିଜେଲ ଉପରେ ସାଢେ ପାଞ୍ଚ ଟଙ୍କା ବୃଦ୍ଧି ଘଟାଇ ନିଜର ଅପରିଣାମଦର୍ଶିତାକୁ ପ୍ରକାଶ କରିଛନ୍ତି । ଦେଶ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଥିଲା ବେଳେ ଏତାଦୃଶ୍ୟ ଲାଭ ଖୋର ମନୋବୃତ୍ତି ଅ ।ଦୌ ସୁସ୍ଥ ମାନସିକତା ନୁହେଁ । ସଂପ୍ରତି ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୦ ଡଲାର ତଳକୁ ଖସି ଅ ।ସିଥିଲେ ମଧ୍ୟ ପୂର୍ବର ବ୍ୟାରେଲ ପିଛା ୬୫ ଡଲାର ହାରରେ ପେଟ୍ରୋଲ ଓ ଡିଜେଲ ଦରର ପଇସା ଖାଉଟି ମାନଙ୍କୁ ଦେବାକୁ ପଡୁଛି । ଭାରତ ଭଳି ନମଙ୍ଗଳ ରାଷ୍ଟ୍ରରେ ମୋଦୀ ସରକାର ଟିକସ ବୃଦ୍ଧିକୁ ଗୁରୁô ଦେବା ଦୁଃର୍ଭାଗ୍ୟଜନକ । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଘଟିଲେ ପରିବହନ ଉପରେ ସିଧାସଳଖ ପ୍ରଭାବ ପଡିବ । ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥରେ ଅ ।କାଶ ଛୁଅ ।ଁ ଦରବୃଦ୍ଧି ଘଟିବ । ଏବେ ସାରାଦେଶରେ ଲୋକେ କାମଧନ୍ଦା ହରାଇ ବେରୋଜଗାରି ଥିବା ସାଙ୍ଗକୁ ଅନାହାର, କରୋନା ଜନିତ ଲକଡାଉନ ଭଳି କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଉପରେ ଏତାଦୃଶ୍ୟ ଅମାନବୀୟ ଓ ଅଗଣତାନ୍ତ୍ରିକ ଭାବେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲଙ୍କଜ୍ଞର କରିବା ଅ ।ଦୌ ଠିକ ହୋଇନାହିଁ ।ଏହା ତୁରନ୍ତ ପ୍ରତ୍ୟାହାର କରାଯିବା ଉଚିତ । ଏଣୁ ଅ ।ମ୍ଭେ କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ପକ୍ଷରୁ ଦାବି ଜଣାଉ ଅଛୁ କି,ତୁରନ୍ତ ବର୍ଦ୍ଧିତ ତୈଳଦର ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଅନ୍ୟଥା କଂଗ୍ରେସ ଦଳ ରାଜରାସ୍ତାକୁ ଓହଲ୍ଲାଇବ । ଅନ୍ୟମାନଙ୍କ ମଧ୍ୟରେ ଗିରିବାଳା ବେହେରା,ନିକୁଞ୍ଜ ପସାୟତ,ବିଶ୍ଜିତ ଦାସ,•ରୁଲତା ସାହୁ,ଶୈଳବାଳା ଜେନା,ନମିତା ମଞ୍ଜରି ସାହୁ,ଅରୁଣ ଶେଠୀ,ସେକ ସମ୍ମିମଉଲ୍ଲା,ଗୌରୀ ଦାସ,ଅ ।ର୍ଯ୍ୟବୀର ଲେଙ୍କା,ପ୍ରଦୀପ ପ୍ରଧାନ,ଶରତ ଚନ୍ଦ୍ର ସେଠି,ବିଜୟ କୁମାର ବାରିକ,ସେକ ଜିଅ ।ଉଦ୍ଦୀନ,
ସୂର୍ଯ୍ୟମଣି ମହାନ୍ତି, କ୍ଷୀରୋଦ ସାହୁ,ହିମାଂଶୁ ରାଉତ, ଅଜିତ ବେହେରା, ଅ ।କାଶ ଭୁଇଁଆ, ଅଜୟ ରାଉତ,ସେକ ଗୁଲାମମୋଇଦ୍ଦିନ, ତୃପ୍ତି ଦାସ, ସ୍ୱର୍ଣ୍ଣପ୍ରଭା ଲେଙ୍କା, ଇଶରତ ଜାହାନ, ଶକୁନ୍ତଳା ବେହେରା,ପିନୁ କର୍ମକାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

- Advertisement -ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବି

More articles

LEAVE A REPLY

Please enter your comment!
Please enter your name here

- Advertisement -ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବି

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...