28 C
Bhubaneswar
Saturday, September 19, 2020

କଳିଙ୍ଗ ଷ୍ଟାଡ଼ିଅମରେ ପ୍ରତିଷ୍ଠା ହେବ ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ ଏକ୍ସଲେନ୍ସ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୧୮ା୬: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଫ୍ଲାଗ ସିପ୍ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଅ । ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଅ । ଉକ୍ରର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ଏଥିପାଇଁ ଗୋଟିଏ ଲେଖାଏଁ କେଅ ।ଇଏସିଇ ସ୍ଥାପନ ସକାଶେ ସ୍ଥାନ ଚିହ୍ନଟ କରାଯିବ ।ପ୍ରଥମ ଚରଣରେ ମନ୍ତ୍ରଣାଳୟ ପକ୍ଷରୁ ଅ ।ଠଟି ରାଜ୍ୟରେ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ସଂସାଧନ ସୁବିଧାକୁ ଚୟନ କରାଯାଇଛି ଏବଂ ସେଥିରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ତେଲଙ୍ଗାନା ଏବଂ ଉତ୍ତର ପୂର୍ବାଞ୍ଚଳର ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟ ରହିଛି । ଏହିସବୁ ରାଜ୍ୟର କ୍ରୀଡ଼ା କେନ୍ଦ୍ରଗୁଡ଼ିକୁ ଖେଲୋ ଇଣ୍ଡିଅ । ରାଜ୍ୟ ଉକ୍ରର୍ଷ କେନ୍ଦ୍ର ଭାବେ ଉନ୍ନୀତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଲେ ଯେ ଏହା ରାଜ୍ୟଗୁଡ଼ିକରେ କ୍ରୀଡ଼ା ସୁବିଧାକୁ ସୁଦୃ କରିବ । ଅଲ ମ୍ପ ିକ କ୍ରୀଡ଼ାରେ କିଭଳି ଭାବେ ଭାରତୀୟ କ୍ରୀଡ଼ାବିତମାନଙ୍କ
ପ୍ରଦର୍ଶନ ଉନ୍ନତ ମାନର ହୋଇପାରିବ ତାହା ସୁନିଶ୍ଚିତ କରିବା ସକାଶେ ସରକାର ରାଜ୍ୟମାନଙ୍କରେ ଏଭଳି ଖେଲୋ ଇଣ୍ଡିଅ । ଉକ୍ରର୍ଷ କ୍ରୀଡ଼ା କେନ୍ଦ୍ରମାନ ପ୍ରତିଷ୍ଠା କରିବେ ।ଏହା ଫଳରେ ରାଜ୍ୟମାନଙ୍କରେ ଉନ୍ନତ ମାନର କ୍ରୀଡ଼ା ସଂସାଧନ ଉପଲବ୍ଧ କରାଯିବ ଯଦ୍ୱାରା କ୍ରୀଡ଼ାବିତମାନେ ସହଜରେ କ୍ରୀଡ଼ା ଅଭ୍ୟାସ କରିପାରିବେ ।ସମସ୍ତ କ୍ରୀଡ଼ାବିତଙ୍କ ନିମନ୍ତେ ବିଶ୍ୱସ୍ତରୀୟ କ୍ରୀଡ଼ା ସଂସାଧନ ଉପଲବ୍ଧ କରାଇବା ସରକାରଙ୍କ ଉଦେ୍ଦଶ୍ୟ । ଏହାଦ୍ୱାରା ସେମାନେ ର୍ନିଦ୍ଦିଷ୍ଟ ଶୃଙ୍ଖଳାରେ କ୍ରୀଡ଼ାଭ୍ୟାସ କରିପାରିବେ ୟ ସରକାରୀ କମିଟିରେ ଏହି ପ୍ରସଙ୍ଗରେ ବିସ୍ତୃତ ଅ ।ଲୋଚନା ପରେ ଏଭଳି ସିଦ୍ଧାନ୍ତ ଗ୍ରହଣ କରାଯାଇଛି ୟ ଏହାଦ୍ୱାରା ଦେଶର ବିଭିନ୍ନ ରାଜ୍ୟରେ ଥିବା ନୂଅ । ନୂଅ । ତଥା ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ କ୍ରୀଡ଼ାଭ୍ୟାସର ସକଳ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସମ୍ଭବପର ହୋଇପାରିବ ୟ ଏହା ସେମାନଙ୍କୁ ସମସ୍ତ ପ୍ରମୁଖ ଅ ।ନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଦ୍ଭ ଏବଂ ବିଶେଷ କରିଅଲି ମ୍ପ ିକ ପ୍ରତିଯୋଗିତାରେ ଦେଶପାଇଁ ପଦକ ବିଜୟୀ କରିବାରେ ସହାୟକ ହେବ ବୋଲି ଶ୍ରୀ ରିଜିଜୁ କହିଛନ୍ତି । ଶ୍ରୀ ରିଜିଜୁ କହିଛନ୍ତି ଯେ ଏହି କ୍ରୀଡ଼ାଙ୍ଗନ ସୁବିଧା ଚୟନ ପ୍ରକ୍ରିୟା ୨୦୧୯ ଅକ୍ଟୋବର ମାସଠାରୁ ଅ ।ରମ୍ଭ ହୋଇଥିଲା ୟ ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେମାନଙ୍କର ନିକଟରେ ଶ୍ରେଷ୍ଠ କ୍ରୀଡ଼ା ସୁବିଧା କ’ଣ, କି ପ୍ରକାର ଏଜେନ୍ସି ବା ଯୋଗ୍ୟ ଏଜେନ୍ସିମାନ ରହିଛି ତାହା ଜଣାଇବାକୁ କୁହାଯାଇଥିଲ ।ବର୍ତ୍ତମାନ ଥିବା କ୍ରୀଡ଼ାକେନ୍ଦ୍ରଗୁଡ଼ିକୁ କେଅ ।ଇଏସସିଇକୁ ଉନ୍ନୀତ କରିବା ନିମନ୍ତେ କେନ୍ଦ୍ର ସରକାର ସମ୍ଭାବ୍ୟ ଅ ।ବଶ୍ୟକ ପାଣ୍ଠି ଯୋଗାଇଦେବେ ଯେଉଁଠାରେ କି ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧାର ବିକାଶ କରାଯିବ । ସରକାରଙ୍କୁ ମିଳିଥିବା ୧୫ଟି ପ୍ରସ୍ତାବ ଉପରେ ତର୍ଜମା କରାଯିବା ପରେ ସେଥିରୁ ୮ଟିକୁ ସର୍ଟଲିଷ୍ଟ କରାଯାଇଥିଲା । ସେହି ଅ ।ଠଟି କେନ୍ଦ୍ର ହେଲା ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିଅମ, ଅରୁଣାଚଳ ପ୍ରଦେଶର ସାଙ୍ଗେ ଲାହଡ଼େନ ସ୍ପୋର୍ଟସ ଏକାଡ଼େମୀ, ଇଟାନଗର, କର୍ଣ୍ଣାଟକର ବାଙ୍ଗାଲୋରସ୍ଥିତ ଜୟପ୍ରକାଶ ନାରାୟଣ ନ୍ୟାସନାଲ ୟୁଥ ସେଣ୍ଟର, କେରଳର ଥିରୁଅନନ୍ତପୁରମସ୍ଥିତ ଜି ଭି ରାଜା ସିନିଅର ସେକେଣ୍ଡାରୀ ସ୍ପୋର୍ଟସ ସ୍କୁଲ, ମଣିପୁରର ଇମ୍ଫାଲସ୍ଥିତ ଖୁମାନଲା ମ୍ପ ।କ ସ୍ପୋର୍ଟସ କେ
ମ୍ପ ୍ଲକ୍ସ, ମିଜୋରାମର ଅ ।ଇଜଲସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡ଼ିଅମ, ନାଗାଲାଣ୍ଡର କୋହିମାସ୍ଥିତ ଷ୍ଟେଟ ସ୍ପୋର୍ଟସ ଏକାଡ଼େମୀ, ଅ ।ଇଜି ଷ୍ଟାଡ଼ିଅମ ଏବଂ ତେଲଙ୍ଗାନାର ହକୀମପେଟସ୍ଥିତ ରିଜିଓନାଲ ସ୍ପୋର୍ଟସ ସ୍କୁଲ । ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନେ ଏହି କେନ୍ଦ୍ର ପରି•ଳନା କରିବେ ଏବଂ ସେସବୁର ଦକ୍ଷତା ବୃଦ୍ଧି କରି ସେଗୁଡ଼ିକୁ ବିଶ୍ୱସ୍ତରୀୟ ସ୍ପୋର୍ଟିଂ ଫାସିଲିଟିରେ ପରିଣତ କରିବେ । ସେହିଭଳି ଏଭଳି କେନ୍ଦ୍ରର ସକଳ ପ୍ରକାର ପରି•ଳନା ଯଥା ବୋର୍ଡ଼ିଂ, ଲଜିଂ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ଉପରେ ନ୍ୟସ୍ତ ରହିବ । ତେବେ ଅତି ମାତ୍ରାରେ ଅ ।ବଶ୍ୟକ ପାଣ୍ଠି, ଯଥା ବିଶେଷଜ୍ଞ କୋଚ୍, ସପୋର୍ଟ ଷ୍ଟାଫ, ଉପକରଣ, ସଂସାଧନ ସକାଶେ ଖେଲୋ ଇଣ୍ଡିଅ । ଯୋଜନା ମାଧ୍ୟମରେ ସେମାନଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପାଣ୍ଠି ଯୋଗାଇ ଦିଅ ।ଯିବ । ତେବେ ବ୍ୟାପକ ବିଶ୍ଳେଷଣ ସଂପର୍କରେ ଅ ।ଲୋଚନା ପରେ ପ୍ରତ୍ୟେକ କେନ୍ଦ୍ରକୁ କେତେ ପରିମାଣର ପାଣ୍ଠି ଯୋଗାଇ ଦିଅ ।ଯିବ ତାହା ସ୍ଥିର କରାଯାଇଛି । ବ୍ୟାପକ ଭିତ୍ତିରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ସକାଶେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏ ଦିଗରେ ବିଶେଷଜ୍ଞ ପରାମର୍ଶ, ସାଧନ ଓ ମନିଟରିଂ ବ୍ୟବସ୍ଥା ଯୋଗାଣ ସୁନିଶ୍ଚିତ କରିବେ ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...