26.1 C
Bhubaneswar
Thursday, July 29, 2021

ଗଞ୍ଜାମ ଜିଲ୍ଲାରେ ୭୦୦ ଟପିଲା

Must read

ଭୁବନେଶ୍ୱର,୧୮ା୬ : ରାଜ୍ୟରେ ଅ ।ଜି ପୁଣି ୧୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇଛି । ଏମାନଙ୍କ ଭିତରୁ ୨୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଅ ।ଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେହପରି ଆଜି ୯୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୫୫, ଖୋର୍ଦ୍ଧାରେ ୪୦୪, ଯାଜପୁରରେ ୩୫୦, କଟକରେ ୩୪୬, ବାଲେଶ୍ୱରରେ ୨୫୬, ପୁରୀରେ ୨୦୪, କେନ୍ଦ୍ରାପଡ଼ାରେ ୧୯୩, ଭଦ୍ରକ ଜିଲ୍ଲାରେ ୧୮୦, ଜଗତସିଂହପୁର ଜିଲ୍ଲାରେ ୧୭୪, ଗଜପତିରେ୧୬୩, ବଲାଙ୍ଗୀରରେ ୧୪୮, କନ୍ଧମାଳରେ୧୪୭, ସୁନ୍ଦରଗଡ଼ରେ ୧୪୦, ମୟୂରଭଞ୍ଜରେ ୧୨୬, ନୟାଗଡ଼ରେ ୧୧୨, କେନ୍ଦୁଝରରେ ୮୦, ନୂଅ ।ପଡ଼ାରେ ୭୯, କଳାହାଣ୍ଡିରେ ୬୪, ଢେଙ୍କାନାଳରେ ୫୨, ବରଗଡ଼ ଜିଲ୍ଲାରେ ୫୦, ମାଲକାନଗିରିରେ ୪୮, ଅନୁଗୁଳରେ ୪୮, ଦେବଗଡ଼ରେ ୪୦ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୧, କୋରାପୁଟରେ୨୩, ଝାରସୁଗୁଡ଼ାରେ ୧୯, ରାୟଗଡ଼ା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୯ରେ ପହଞ୍ଚିଛି । ଅ ।ଜି ୧୮ଟି ଜିଲ୍ଲାରୁ ଏହିସବୁ ଅ ।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅ ।ଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬, କେନ୍ଦୁଝର ଜିଲ୍ଲାରୁ୫, ଯାଜପୁର ଜିଲ୍ଲାର ୯, ନବରଙ୍ଗପୁର ଜିଲ୍ଲାରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୧୦, କୋରାପୁଟ ଜିଲ୍ଲାରୁ ୬, ମାଲକାନଗିରି ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୩୪, କଳାହାଣ୍ଡି ଜିଲ୍ଲାରୁ ୬, ନୂଅ ।ପଡା ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୧୬, ସୁନ୍ଦରଗଡ଼ ଜିଲ୍ଲାରୁ ୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭, ବରଗଡ଼ ଜିଲ୍ଲାରୁ ୪ ଏବଂ ବଲାଙ୍ଗୀର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ୩୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫୧ ରହିଛି । ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article