36 C
Bhubaneswar
Sunday, April 11, 2021

ଏ ବର୍ଷ ହେବନି ରଥଯାତ୍ରା

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ନୂଆଦିଲ୍ଲୀ,୧୮ା୬ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା, ତାକୁ ଅ ।ଜି ଦୂର କରିଛନ୍ତି ସୁପ୍ରିମକୋର୍ଟ । ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବି•ରପତି ଜଷ୍ଟିସ ଏସ୍.ଏ. ବୋବଡେ, ବି•ରପତି ଏ.ଏସ୍.ବୋପନ୍ନା ଓ ବି•ରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଅ । ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂ ଜରିଅ ।ରେ ଏହି ଶୁଣାଣି କରିଛନ୍ତି । ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ବିକାଶ ପରିଷଦ ସମେତ ପାଖାପାଖି ୭ଟି ଅ ।ବେଦନ କୋର୍ଟଙ୍କ ନିକଟରେ ରହିଥିଲା,ଯାହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବି•ରପତି କହିଛନ୍ତି ଯେ ଯଦି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଅ ।ମକୁ ଭଗବାନ ଜଗନ୍ନାଥ କ୍ଷମା ଦେବେ ନାହିଁ । କରୋନା ମହାମାରୀ ସମୟରେ ଏହାକୁ ଅନୁମତି ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଅ ।ଖି ଅ ।ଗରେ ରଖାଯାଇ ଏଭଳି ନିଷ୍ପତ୍ତି ନିଅ ।ଯାଉଛି । ଓଡ଼ିଶାରେ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦି ବଢୁଥିବାବେଳେ ପୁରୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ରଥଯାତ୍ରା ଲୋକଙ୍କ ଭାବାବେଗ ସହ ଜଡିତ । ତେଣୁ ରଥଯାତ୍ରା ହେଲେ ଭକ୍ତଙ୍କ ସମାଗମକୁ ଅଟକାଇବା ଅସମ୍ଭବ ହୋଇପଡ଼ିବ । ସାମାଜିକ ଦୂରତ୍ୱ ମଧ୍ୟ ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି । ସୂଚନାଥାଉ କି, ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ମାମଲା ଲଢୁଥିଲେ । ରାଜ୍ୟ ସରକାରଙ୍କ ପାଇଁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢ଼ୁଥିବାବେଳେ ଓଡ଼ିଶା ବିକାଶ ପରିଷଦା ପାଇଁ ଲଢୁଥିଲେ ମୁକୁଲ ରୋହତଗି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ ଏସ୍ଜି ତୁଷାର ମେହେ…ା ।ପର ମ୍ପ ରାକୁ ରକ୍ଷା କରି ରଥଯାତ୍ରା ହେବବୋଲି ସମସ୍ତେ ଅ ।ଶା ରଖିଥିଲେ । ସେଥିପାଇଁ ରଥ ତିଅ ।ରି କାମ ମଧ୍ୟ ଅ ।ଗେଇ •ଲିଥିଲା । ହେଲେ ସାଲଭେଙ୍କ ନୀରବତା ଯୋଗୁ ଏହି ଅ ।ଶା ମଉଳି ଯାଇଛି । କୋଭିଡ୍ ମହାମାରୀ ସ୍ଥିତି ଦୃଷ୍ଟିରୁ ଚଳିତ ବର୍ଷ ପୁରୀରେ ବିଜେ ତିନିଠାକୁରଙ୍କ ରଥାଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଥିଲା । କରୋନା ମୁକାବିଲା ଲାଗି ଲକଡାଉନ୍ ତଥା ସାମାଜିକ ଦୂରତା ନିୟମ ଦୃଷ୍ଟିରୁ ଦେବାଳୟ ଗୁଡିକରେ ପ୍ରଭୁଙ୍କ ରୀତିନିତୀ ପ୍ରଭାବିତ ହୋଇଥିଲା ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ପ୍ରଭାବିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ନିଅ ।ଯାଉଥିବା ପଦକ୍ଷେପ ଦୃଷ୍ଟିରୁ ବିନା ଭକ୍ତରେ ଅନେକ ରୀତିନୀତି ଅନୁଷ୍ଠିତ ହୋଇଛି । ଏହି ପ୍ରରିପେକ୍ଷୀରେ ଜୁନ୍ ୨୩ରେ ହେବାକୁ ଥିବା ରଥଯାତ୍ରା ନେଇ ଅ ।ଶଙ୍କା ସୃଷ୍ଟି ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ପରି•ଳନା କମିଟି ରଥଯାତ୍ରା ନେଇ ପ୍ରସ୍ତୁତି କରୁଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଥିଲେ । ସେପଟେ କେନ୍ଦ୍ର ସରକାର ଏବଂ ଓଡିଶା ହାଇକୋର୍ଟ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ । ସେପଟେ ଓଡିଶା ବିକାଶ ପରିଷଦ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ସେପଟେ ଅନ୍ୟ ଦୁଇଟି କାଭେଟ୍ ପିଟିସନ ମଧ୍ୟ ଦାଖଲ ହୋଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଚଳିତ ବର୍ଷ ର ରଥାଯାତ୍ରାକୁ ବାରଣ କରିଛନ୍ତି ।

- Advertisement -ଏ ବର୍ଷ ହେବନି ରଥଯାତ୍ରା

More articles

LEAVE A REPLY

Please enter your comment!
Please enter your name here

- Advertisement -ଏ ବର୍ଷ ହେବନି ରଥଯାତ୍ରା

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...