29 C
Bhubaneswar
Friday, September 18, 2020

ଭାୟୋ ସ୍ପାଇସଡ୍ ବଟର ମିଲ୍କ ସହିତ ଗରମକୁ ଦୂର କରନ୍ତୁ କୋକା-କୋଲା ଇଣ୍ଡିଆ ପକ୍ଷରୁ ଏକ ତାଜା ନୂଆ ଉତ୍ପାଦ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁୁବନେଶ୍ୱର, ୧୭ା୬ (ନି.ପ୍ର) : ଚଳିତ ଗ୍ରୀଷ୍ମ ଋତେୁର ଗରମକୁ ଦୂର କରିବା ପାଇଁ, କୋକା-କୋଲା ଇଣ୍ଡିଆ ଏକ ସ୍ପାଇସଡ୍ ବଟର ମିଲ୍କର ଉପସ୍ଥାପନା କରିଛି । ଏହାକୁ ଦୁଗ୍ଧଜାତୀୟ ପାନୀୟ ବ୍ରାଣ୍ଡ ଭାୟୋ ଅନ୍ତଗର୍ତ ପ୍ରସ୍ତୁତ କରାଯାଇଛି । ଦହିରୁ ପ୍ରସ୍ତୁତ ଭାୟୋ ସ୍ପାଇସଡ୍ ବଟର ମିଲ୍କ ପାରମ୍ପରିକ ଘର ତିଆରି ଘୋଳ ଦହି ପରି ଏକ ଅତୁଳନୀୟ ଆନନ୍ଦ ପ୍ରଦାନ କରିଥାଏ ଯାହା ଭାରତୀୟ ଗ୍ରାହକମାନଙ୍କର ସ୍ୱାଦକୁ ଦୃଷ୍ଟେିର ରଖି ପ୍ରସ୍ତୁତ କରାଯାଇଛି । ଏହି ଉତ୍ପାଦରେ କୌଣସି ସଂରକ୍ଷକ ଦିଆ
ଯାଇ ନାହିଁ ବା ରଙ୍ଗ ମିଶି୍ରତ ହୋଇନାହିଁ । ଏହା ଉପଯୋଗୀ ୧୮୦ ମିଲି ଆସେପ୍ଟିକ୍ ପ୍ୟାକେଜିଂ ରେ ପ୍ରସ୍ତୁତ ଯାହାର ମୂଲ୍ୟ ହେଉଛି ମାତ୍ର ଟ.୧୫/- ଭାୟୋ ସ୍ପାଇସଡ୍ ମିଲ୍କ ପୁନଶ୍ଚ କୋକା-କୋଲାର ପାନୀୟ ପୋଟର୍ଫୋଲିଓକୁ ସଂପ୍ରସାରିତ କରିଛି ତଥା ଗ୍ରାହକମାନଙ୍କୁ ଅନେକ ବିକଳ୍ପ ପ୍ରଦାନ କରୁଛି । କମ୍ପାନୀର ସ୍ଥାନୀୟ କୌଶଳ ଅନ୍ତଗର୍ତ ଭାୟୋ ସ୍ପାଇସଡ୍ ବଟର ମିଲ୍କର ଉପସ୍ଥାପନା କରାଯାଇଛି ଯାହାକି ଭାରତର ସ୍ଥାନୀୟ ଉତ୍ପାଦର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଯାହା ଦ୍ୱାରା ଏହା ସ୍ଥାନୀୟ
ଲୋକମାନଙ୍କ ଦ୍ୱାରା ଆଦୃତି ଲାଭ କରିପାରିବ । ଭାରତରେ ବୃଦ୍ଧିପ୍ରାପ୍ତ ବଟରମିଲ୍କ ବର୍ଗ ସମ୍ପକର୍ରେ ସୂଚନା ଦେଇ, ବିଜୟ ପରଶୁରମନ, ଉପ-ସଭାପତି- ମାକେର୍ଟିଂ, କୋକା କୋଲା ଇଣ୍ଡିଆ ଓ ଦକ୍ଷିଣ ପଶ୍ଚିମ ଏସିଆ କହିଛନ୍ତି ଯେ, “ସାରା ଦୁନିଆରେ ଭାରତରେ ସର୍ବାଧିକ ଦୁଗ୍ଧଜାତ ଉତ୍ପାଦନ ଓ ଉପେଯାଗ ହୋଇଥାଏ । ପୁରୁଣା କାଳରୁ ଏହା ଆମର ସଂସ୍କୃତି ସହିତ ଜଡ଼ିତ ହୋଇ ରହିଛି ଓ ଏହାକୁ ଖାଦ୍ୟରେ ବ୍ୟାପକ ଭାବରେ ଉପଯୋଗ କରାଯାଇଥାଏ ଏବଂ ଏମାନଙ୍କ ମଧ୍ୟରେ ବଟରମିଲ୍କର ସ୍ଥାନ ସ୍ୱତନ୍ତ୍ର । ଏହାକୁ ସାରା ଦେଶରେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ପ୍ରଚଳିତ ସମୟରେ ଗ୍ରାହକମାନଙ୍କ ପାନୀୟ ଚାହିଦାକୁ ଦୃଷ୍ଟେିର ରଖି ଆମେ ଭାୟୋ ସ୍ପାଇସଡ ବଟର ମିଲ୍କ ପ୍ରସ୍ତୁତ କରୁଛୁ ଯାହା ସତେଜତା ସହିତ ପୋଷକ ପ୍ରଦାନ କରିଥାଏ । ଏହି ଶୁଭାରମ୍ଭ ସହିତ ସ୍ପାଇସଡ୍ ବଟରମିଲ୍କକୁ ଆମେ ଲୋକମାନଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖିଛୁ ।” ଏହି ଶୁଭାରମ୍ଭର ନୂତନତା ସମ୍ପକର୍ରେ ସୂଚନା ଦେଇ, ସୁନିଲ ଗୁଲାଟି, ଉପ ସଭାପତି, ଟେକ୍ନିକାଲ୍ ଓ ସପ୍ଲାଏ, ଚେନ୍, କୋକା-କୋଲା ଇଣ୍ଡିଆ ଓ ଦକ୍ଷିଣ
ପଶ୍ଚିମ ଏସିଆ କହିଛନ୍ତି ଯେ, “ସ୍ଥାନୀୟ ଗ୍ରାହକ ଉପେଯାଗୀ ପୋଟର୍ଫୋଲିଓ ସହିତ ଆମେ ଉତ୍ପାଦର ନୂତନତା ଉପରେ ଧ୍ୟାନ ପ୍ରଦାନ କରୁଛୁ । ଭାରତୀୟ ପରମ୍ପରାରେ ଦୁଗ୍ଧଜାତ ଉତ୍ପାଦର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସାରା ଦେଶରେ ଶହ ଶହ ବର୍ଷ ଧରି ଏକ ତାଜା ପାନୀୟ ରେୂପ ବ୍ୟବହାର କରାଯାଉଛି । ଆମେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ସ୍ୱରୂପ ଭାୟୋ ସ୍ପାଇସଡ୍ ବଟର ମିଲ୍କୁ ପ୍ରସ୍ତୁତ କରାଯାଇଛି ଯାହାକି ଦେଶର ସ୍ଥାନୀୟ ସ୍ୱାଦ ଆଧାରରେ ପ୍ରସ୍ତୁତ । ଏହା ସହିତ ଗ୍ରାହକଙ୍କୁ ତାଙ୍କର ପସନ୍ଦର ପାନୀୟ ପ୍ରଦାନ କରିବା ସହିତ ଆମେ ଆମର ପୋଟର୍ଫୋଲିଓର ମଧ୍ୟ ସଂପ୍ରସାରଣ କରୁଛୁ । କୋକା-କୋଲା କମ୍ପାନୀର ପାନୀୟ ପୋଟର୍ଫୋଲିଓର ଏକ ପ୍ରମୁଖ ଉତ୍ପାଦ ଭାୟୋକୁ କୋକା-କୋଲା ଦ୍ୱାରା ଭାରତରେ ୨୦୧୬ ରେ ଆରମ୍ଭ କରାଯାଇଥିଲା । ଗ୍ରାହକମାନଙ୍କୁ ପୋଷକ ସହିତ ସୁଲଭ ମୂଲ୍ୟରେ ପାନୀୟ ପ୍ରଦାନ କରିବା ଏହାର ଲକ୍ଷ୍ୟ ରହିଥିଲା । ଭାୟୋ ସ୍ପାଇସଡ୍ ବଟରମିଲ୍କକୁ ଘରେ ଆରାମରେ ବସି ଇ-କମର୍ସ ପ୍ଲାଟଫର୍ମ ଜରିଆରେ ଅଡ଼ର୍ର କରାଯାଇପାରିବ । ଏହା ମଧ୍ୟ ଦିଲ୍ଲୀ ଓ ଚେନ୍ନାଇ ଏବଂ ଓଡ଼ିଶା, ଆନ୍ଧ୍ର ପ୍ରେଦଶ, ଗୋଆ ଓ ମହାରାଷ୍ଟ୍ରର ପ୍ରମୁଖ ସହର ମାନଙ୍କରେ ଉପଲବ୍ଧ ଅଟେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...