36 C
Bhubaneswar
Sunday, April 11, 2021

ଆରୋହଣ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ ଓଡ଼ିଶାରେ ଜଳ ଓ ପରିମଳ ୟୁନିଟ୍ର ଉଦ୍ଘାଟନ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର,୧୭ା୬ (ନି.ପ୍ର) : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ଅଗ୍ରଣୀ ଏନ୍ବିଏଫ୍ସି-ଏମ୍ଏଫ୍ଆଇ ଆରୋହଣ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ ଓଡ଼ିଶାର କଟକ ଜିଲ୍ଲାର ନିିଜିଗଡ଼ ଓ ନରସିଂହପୁର ଗ୍ରାମ୍ର ବାସିନ୍ଦାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ପିରାମଲ ସର୍ବଜଳ ସହ ସହଯୋଗିତା ସ୍ଥାପନ କରି ଏକ ଜଳ ଓ ପରିମଳ ୟୁନିଟ୍ ସ୍ଥାପନ କରିଛି । ଏହି ବ୍ୟବସ୍ଥାକୁ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ବ୍ଳକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଓ ସରପଂଚ ଶ୍ରୀଯୁକ୍ତ ପ୍ରଭାକର ମିଶ୍ର ଓ ଶ୍ରୀଯୁକ୍ତ ତ୍ରିଲୋଚନ ମହାପାତ୍ରଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି । କୋଭିଡ୍ ସଙ୍କଟର ମୁକାବିଲଶ କରିବା ଏବଂ ସୁରକ୍ଷିତ ରହିବା ଲାଗି ଗ୍ରାବାସୀମାନଙ୍କୁୁ ସାହାଯ୍ୟ କରିବା ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ପାଇବା ସବୁଠୁ ବଡ଼ ଆବଶ୍ୟକତା ହୋଇଥିବା ଭଳି ସମୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅରୋହଣର କର୍ପୋରେଟ୍ ସାମାଜିକ ଦାୟିତ୍ୱର ଅଂଶ ସ୍ୱରୂପ ଏକ ବିଶୋଧନ ପ୍ଲାଟ ଏବଂ ଡିସ୍ପେନ୍ସିଂ ୟୁନିଟ୍ ସ୍ଥାପନ କରାଯାଇଛି ଯାହା ନିରବଚ୍ଛିନ୍ନ ଭାବେ ସୁଲଭ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରୁଛି । ଏହି ବ୍ୟବସ୍ଥା ଗ୍ରାମର ୫୬୦୦ ବାସିନ୍ଦାଙ୍କୁ ଘଂଟାକୁ ୧୦୦୦ ଲିଟର ଭାବେ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛି ଏବଂ ଏହା ଏକ ପରିମଳ ୟୁନିଟ୍ ଭାବେ ମଧ୍ୟ କାର୍ଯ୍ୟ କରିବ । ଏହା ବର୍ଷା ଜଳ ସଂରକ୍ଷଣ କରିବା ସହ ସମାଜ ପାଇଁ ଏକ ବାୟୋଗ୍ୟାସ ପ୍ଲାଂଟ୍ ମଧ୍ୟ ଚଲାଇବ । ଏହା କେବଳ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନାହିଁ ବରଂ ଲୋକମାନଙ୍କୁ ସ୍ୱାବଲମ୍ବୀ କରିବ । ଓଡ଼ିଶାରେ ଆରୋହଣ ପ୍ରାୟ ଦଶନ୍ଧୀ ରି ରହିଛି ଏବଂ ୧୦୦ରୁ ଅଧିକ ସ୍ଥାନରେ ଏହା ରାଜ୍ୟର ୨,୬୦,୦୦୦ ଗ୍ରାହକଙ୍କ ଋଣ ଆବଶ୍ୟକତା ପୂରଣ
କରୁଥିବା ବେଳେ ଜୀବିକା ସହାୟତା ଯୋଗାଉଛି । ୨୦୧୯ର ସାମୁଦ୍ରିକ ଝଡ଼ ଫନି ସମୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ବେଳେ ଏହା ଗ୍ରାହକମାନଙ୍କ ପାଖରେ ପହଂଚି ରିଲି୍ଫ୍ ସହାୟତା ଯୋଗାଇଥିଲା । ବର୍ତମାନ ସୁଦ୍ଧା ଆରୋହଣ ପକ୍ଷରୁ ୨୫,୪୨୪ରୁ ଅଧିକ ଗ୍ରାହକଙ୍କୁ ରିଲିଫ ସହାୟତା ଯୋଗାଇଛି ଏବଂ ଏହା କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ମେଡିକାଲ୍ ଏବଂ ମୌଳିକ ଚିକିତ୍ସା ପରୀକ୍ଷା ସେବା ଯୋଗାଇବା ଲାଗିଏହା ମାଗଣା ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ଆୟୋଜନ କରିଛି । ଏହି ଶିବିରଗୁଡ଼ିକରେ ୧୨,୦୪୫ ଲୋକଙ୍କୁ ମାଗଣାରେ ସାଧାରଣ ଓ ଚକ୍ଷୁ ଚେକ୍ ଅପ୍ ସୁବିଧା ଦିଆଯାଇଥିଲା । କୋଭିଡ୍-୧୯ ସଙ୍କଟ ସମୟରେ ସମାଜକୁ ସାହାଯ୍ୟ କରିବା ଲାଗି ଆରୋହଣର ପ୍ରତି କର୍ମଚାରୀ ଗୋଟିଏ ଦିନର ବେତନ ଦାନ କରିଛନ୍ତି । ଏହି ସହଯୋଗିତା ଦ୍ୱାରା ୨୦୦୦ରୁ ଅଧିକ ଅଭାବରେ ଥିବା ଶିଶୁ ଓ ପରିବାରଙ୍କୁ ଭୋଜନ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ପ୍ରାୟ ୧୦୦ ପରିବାରକୁ ରାସନ ସାମଗ୍ରୀ ଦିଆଯାଇଛି । ଉପେକ୍ଷୀ ବର୍ଗର ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ହସ୍ପିଟାଲ୍ଗୁଡ଼ିକୁ ୧୦୦୦ରୁ ଅଧିକ ପିପିଇ କିଟ୍ ଓ ୧୫୦୦ ଏନ୍୯୫ ମାସ୍କ ଦିଆଯାଇଛି । ଓଡ଼ିଶାର ରାଜପଥ ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ କଂପାନି ତରଫରୁ ଖାଦ୍ୟ ଓ ପାଣି ବୋତଲ ବଂଟନ କରାଯାଇଛି ।

- Advertisement -ଆରୋହଣ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ ଓଡ଼ିଶାରେ ଜଳ ଓ ପରିମଳ ୟୁନିଟ୍ର ଉଦ୍ଘାଟନ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆରୋହଣ ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ ଓଡ଼ିଶାରେ ଜଳ ଓ ପରିମଳ ୟୁନିଟ୍ର ଉଦ୍ଘାଟନ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...