29 C
Bhubaneswar
Saturday, September 19, 2020

ସାତକୋଶିଆରୁ ବାଘ ବଂଶ ଲୋପ ପାଇବ!

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଅନୁଗୁଳ,୧୭ା୬(ନି.ପ୍ର.): – ଅନୁଗୁଳ ଜିଲ୍ଲା ସାତକୋଶିଅ । ଅଭୟାରଣ୍ୟରେ ବାଘ ବଂଶ ବିସ୍ତାର ପାଇଁ ହୋଇଥିବା ଯୋଜନା ଏକ ପ୍ରକାର ବିଫଳ ହେବାକୁ ବସିଛି । କାହ୍ନା ଅଭୟାରଣ୍ୟରୁ ଅ ।ସିଥିବା ପୁରୁଷ ବାଘର ମୃତ୍ୟୁ ହୋଇସାରିଛି । ଏପଟେ ବାନ୍ଧବଗଡ଼ରୁ ଅ ।ସିଥିବା ବାଘୁଣୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିବା ପରଠାରୁ ଏନକ୍ଲୋଜର ଭିତରେ ରହିଛି । ଯାହାକୁ ନେଇଘଞଉଇ ଅ ।ପତ୍ତି ଉଠାଇବା ସହ ବାଘୁଣୀକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏବେ ସାତକୋଶିଅ ।
ଅଭୟାରଣ୍ୟ ର ପ୍ରାକୃତିକ ପରିବେଶ ମଧ୍ୟରେ ପୂର୍ବରୁ ଜନ୍ମ ନେଇଥିବା ବାଘୁଣୀକୁ ନେଇ ଚିନ୍ତା ବଢିଛି । କାରଣ ଏହି ବାଘୁଣୀ ଏବେ ଅସୁସ୍ଥ । ତାର ବୟସ ଅଧିକ ହୋଇ ସାରିଥିବା ବେଳେ ଏବେ ଲାଞ୍ଜରେ ଫଙ୍ଗାଲ ଇନଫେକ୍ସନ ହୋଇଛି ।ଲୋମ ମଧ୍ୟ ଝଡ଼ିଲାଣି । ତାର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଅ ।ରମ୍ଭ କରାଯାଉଛି ବୋଲି ସାତକୋଶିଅ । ଅ ।ଞ୍ଚଳିକ ବନ ସଂଗ୍ରକ୍ଷକ ପ୍ରଦୀପ କରାଟ କହିଛନ୍ତି । ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ଅଣା ଯାଇଥିବା ହାତୀ ମହେନ୍ଦ୍ର ଓ ଯଶୋଦାକୁ ଏବେ ଅଭୟାରଣ୍ୟର କୋରଏରିଅ ।କୁ ପଠାଯାଇଛି । ସେଠାରେ ସେମାନେ ଜଙ୍ଗଲି ବାଘୁଣୀ ଉପରେ ନଜର ରଖିବେ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଅ ।ସିବା ପରେ ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ବ୍ୟବସ୍ଥା କରାଯିବ । ସେପଟେ ବନ୍ଧବଗଡ଼କୁ ବାଘୁଣୀ ଫେରିଯିବା ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ ବୋଲି କହିଛନ୍ତି ଅ ।ଞ୍ଚଳିକ ବନ ସଂଗ୍ରକ୍ଷକ । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ଦେଶ ଅ ।ସିବା ପରେ ହିଁ ବାଘୁଣୀ ଫେରିବା ନେଇ ଜଣା ପଡିବ । ତେବେ ବାଘ ବଂଶ ବିସ୍ତାର ପାଇଁ ଯୋଜନା ଫେଲ ମାରିଲା । କୋଟି କୋଟି ଟଙ୍କା
ପାଣିରେ ପଡିବା ବେଳେ ଏବେ ସାତକୋଶିଅ ।ରେ ଥିବା ଏକ ମାତ୍ର ଜଙ୍ଗଲି ବାଘୁଣୀ ଚିନ୍ତାରେ ବନ ବିଭାଗ । ଏହାର ମୃତ୍ୟୁ ହେଲେ ସାତକୋଶିଅ । ଯେ ବାଘ ଶୁନ୍ୟ ହୋଇଯିବ ଏଥିରେ ସନେ୍ଦହ ନାହିଁ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...