26.1 C
Bhubaneswar
Thursday, July 29, 2021

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବେତନ ପ୍ରଦାନ ନେଇ ରାଜ୍ୟମାନଙ୍କୁ ନିଦେ୍ର୍ଦଶାବଳୀ ଜାରି କର

Must read

ନୂଆଦିଲ୍ଲୀ,୧୭ା୬: କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମ·ରୀମାନଙ୍କର ବେତନ ପ୍ରସଙ୍ଗରେ ରାଜ୍ୟମାନଙ୍କୁ ଏକ ନିର୍ଦେଶନାମା ଜାରି କରିବାକୁ ବୁଧବାର ଦିନ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏହା ସହ ସୁପ୍ରିମ୍ କୋର୍ଟ ସତର୍କ କରାଇ ଦେଇଛନ୍ତି ଯେ ଏହି ଅ ।ଦେଶ ସମ୍ପନ୍ନ କରାନ ଯିବାକୁ କଠୋର ଦୃଷ୍ଟିରେ ଦେଖାଯିବ । ଏହାଛଡ଼ା, ମାସେ ମଧ୍ୟରେ ବେତନ ପ୍ରଦାନର ରିପୋର୍ଟ ଫାଇଲ୍ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ସଂକ୍ରମଣ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସ୍ୱାସ୍ଥ୍ୟସେବା କର୍ମ·ରୀମାନଙ୍କୁ କ୍ୱାରେଣ୍ଟିନ୍ ସୁବିଧା ପାଇଁ ମନା କରିବା ଅନୁଚିତ ବୋଲି ମଧ୍ୟ ସୁପ୍ରିମ୍କୋର୍ଟ କହିଛନ୍ତି । ଶୁଣାଣି
ସମୟରେ କେନ୍ଦ୍ର ତରଫରୁ ହାଜର ହୋଇଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଅଦାଲତଙ୍କୁ କହିଲେ ଯେ, ସ୍ୱାସ୍ଥ୍ୟ ସେବା କର୍ମ·ରୀଙ୍କୁ ନିଶ୍ଚିତ ବେତନ ଦିଅ।ଯିବା ଉଚିତ ବୋଲି କହି କେନ୍ଦ୍ର ସରକାର ଏକ ସର୍କ୍ୟୁଲାର୍ ଜାରି କରିସାରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟମାନଙ୍କୁ ନିର୍ଦେଶାବଳୀ ଜାରି କର ାଯିବ ଏବଂ ଠିକଣା ସମୟରେ ବେତନ ପ୍ରଦାନ ବାବଦରେ ମୁଖ୍ୟ ଶାସନ ସଚିବମାନେ ଦାୟୀ ରହିବେ । ବେତନ ପ୍ରଦାନ ନ ହେବା “ଏନଡିଏମ୍ଏ ଅ ।ଇନ୍’ ଦ୍ୱାରା ଅପରାଧିକ ପ୍ରମାଦ େ ବାଲି ଘୋଷଣା କରାଯିବ । ଡାକ୍ତର ଅ ।ରୁଷି ଜେନ୍ଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ଏକ ଜନସ୍ୱ ାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଏ କଥା କହିଛନ୍ତି । ଅଗ୍ରଣୀ ଡାକ୍ତରୀ କର୍ମ·ରୀଙ୍କ ପାଇଁ କ୍ୱାରେଣ୍ଟିନ୍ ସୁବିଧା ନିମନ୍ତେ ସରକାର ଖାଲି ହୋଟେଲ୍ ଏବଂ ଗେଷ୍ଟହାଉସଗୁଡ଼ିକୁ ଅକ୍ତିଅ ।ର କରନ୍ତୁ ବୋଲି ଅ ।ରୁଷି ଅଦାଲତଙ୍କୁ ନିବେଦନ କରିଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article