30 C
Bhubaneswar
Tuesday, September 22, 2020

୧୯ରେ ସର୍ବଦଳୀୟ ବୈଠକ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ନୂଆଦିଲ୍ଲୀ,୧୭ା୬(ଏଜେନ୍ସି): ପୂର୍ବ ଲଦ୍ଦାଖ ସୀମାରେ ଚୀନ ଜବରଦଖଲକୁ ନେଇ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଜୁନ୍ ୧୯ ତାରିଖ ଅପରାହ୍ଣ ୫ଟା ବେଶେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହା ଭର୍ଚୁଅ ।ଲ ବୈଠକ ହୋଇଥିବା ବେଳେ ସମସ୍ତ ରାଜନୈତିକ ଦଳଙ୍କୁ ଏଥିଲାଗି ସୂଚୀତ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କ ।ର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଅ ।ଯାଇଛି । ରଜନୈତକ ଦଳଙ୍କ ଅଧ୍ୟକ୍ଷମାନଙ୍କୁ ବୈଠକରେ ଯୋଗଦେବାକୁ ପିଏମଓଙ୍କ କାର୍ଯ୍ୟାଳୟ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରାଯାଇଛି । ଗତ ସୋମବାର ରାତିରେ ଗଲବାନ ଘାଟିରେ ଚୀନ୍ ସେନାଙ୍କ ଅ ।କ୍ରମଣରେ ଜଣେ କର୍ଣ୍ଣେଲ ସମେତ ଭାରତୀୟ ସେନାର ୨୦ ଜଣ ଜବାନ ସହିଦ ହୋଇଥିଲେ । ଘଟଣା ପରଠାରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ଘଟଣା ପରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ପ୍ରଧାନମନ୍ତ୍ରୀ ଅ ।ଲୋଚନା କରିଥିବା ଜଣାପଡିଛି । ୨୦ ଭାରତୀୟ ଯବାନ ସହୀଦ ହେବା ପରେ ଟ୍ୱିଟରରେ ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏନେଇ ଟୁଇଟ୍ କରିଛନ୍ତି ସେ କହିଛନ୍ତି ଯେ ‘ଗଲୱାନ ଉପତ୍ୟକାରେ ଯବାନଙ୍କ ଶହୀଦ ହେବା ଅତ୍ୟନ୍ତ ବିବ୍ରତ ଏବଂ ଦୁଃଖଦାୟକ । ଅ ।ମ ଯବାନମାନେ କର୍ତ୍ତବ୍ୟ ପାଳନ କରିବା ସମୟରେ ଅଦମ୍ୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥିଲେ ଏବଂ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେମାନଙ୍କ ସାହସିକତା ଏବଂ ବଳିଦାନକୁ ଦେଶ ଭୁଲିବ ନାହିଁ । ଶହୀଦ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା । ଅନ୍ୟପକ୍ଷରେ ଆଜି ଗଲ୍ୱାନ ଉପତ୍ୟକା ସଂଘର୍ଷ ବିଷୟରେ ଚୀନ୍ ବେଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜଓ ଲିଜିଆନ୍ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ଚୀନ୍ ପଟରୁ ଆମେ ଅ ।ଉ ସଂଘର୍ଷ ଦେଖିବାକୁ •ହୁଁନାହୁଁ । ସ ଆହୁରି କହିଛନ୍ତି ଯେ, ଗଲ୍ୱାନ୍ ଉପତ୍ୟକାର ସାର୍ବଭେତ୍ମବ ସବୁବେଳେ ଚୀନ୍ ପାଖରେ ଥିଲା ବରଂ ଭାରତୀୟ ସୀମାନ୍ତ ସେନିକମାନେ ସୀମାନ୍ତ ସମ୍ବନ୍ଧୀୟ ମାମଲାରେ ସୀମାନ୍ତ ପ୍ରୋଟକଲ୍ ଓ କମାଣ୍ଡରସ୍ତରୀୟ ଅ ।ଲୋଚନାର ସାଧାରଣ ସହମତି ଉଲ୍ଲଂଘନ କରିଛନ୍ତି । ଆମେ କୂଟନେତିକ ଏବଂ ସାମରିକ •ନେଲ୍ ମାଧ୍ୟମରେ ଯୋଗସୂତ୍ର ରଖିଛୁ । ଏହି ଘଟଣାରେ କିଏ ଠିକ୍ ଓ କିଏ ଭୁଲ୍ ତାହା ସୁସ୍ପଷ୍ଟ । ଘଟଣାଟି ଚୀନ୍ ପଟର ଏଲଏସି (ବାସ୍ତବ ନିୟନ୍ତ୍ରଣ ରେଖା) ପଟରେ ଘଟିଛି । ଏଥିପାଇଁ ଚୀନ୍ ଦାୟୀ ନୁହେଁ । ଚୀନ୍ ପଟରୁ ଆମେ ଆଉ ସଂଘର୍ଷ ଦେଖିବାକୁ •ହୁଁନାହୁଁ । ଅ ।ମେ ଭାରତକୁ କହୁଛୁ, ତୁରନ୍ତ ତା’ର ସୀମାରେ ନିୟୋଜିତ ଅଗ୍ରଣୀ ସୈନିକମାନଙ୍କୁ ଶୃଙ୍ଖଳିତ କରୁ, ଗୁଳି •ଳନା ବନ୍ଦ କରୁ ଏବଂ ବିରକ୍ତିକର କାର୍ଯ୍ୟକଳାପ ବନ୍ଦ କରି ଚୀନ୍ ସହ ମିଶି ଆଲୋଚନା ଜରିଆରେ ତପାର୍ଥକ୍ୟ ଦୂର କରିବାକୁ ଠିକଣା ରାସ୍ତାକୁ ଫେରିଅ ।ସୁ । ପୂର୍ବରୁ ଭାରତ କହିଛି ଯେ, ଉତ୍ତେଜନା ପ୍ରଶମନ ପ୍ରକ୍ରିୟା •ଲିଥିବା ବେଳେ ଚୀନ୍ ସେନିକମାନେ ଭାରତୀୟ ସେନିକମାନଙ୍କୁ ଅ ।କ୍ରମଣ କରିଥିଲେ । କିନ୍ତୁ, ପ୍ରତିରକ୍ଷା ମନ୍ତ୍ରାଳୟ ଅ ।ହୁରି କହିଛି ଯେ, ଅ ।ଲୋଚନା ମାଧ୍ୟମରେ ଭାରତ ବିବାଦର ସମାଧାନ କରିବାକୁ ପ୍ରସ୍ତୁତ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...